ତହବ୍ବୁର ରାଣାକୁ ‘ଫାଶୀ’ ଦାବି କଲେ ସହିଦଙ୍କ ବାପା

ମୁମ୍ବଇ : ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଖୁବଶୀଘ୍ର ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିବ। ରାଣା ଭାରତକୁ ଆସିବା ପରେ ଏଠାରେ ତା’ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ … Read More

ଚୀନ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା, ବାଂଲାଦେଶକୁ ଉଚିତ ଶିକ୍ଷା ଦେଲା ଭାରତ

ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ … Read More

ଟ୍ରମ୍ପଙ୍କ ଟାରିଫ୍‌କୁ ଡରୁଛନ୍ତି ଚନ୍ଦ୍ରବାବୁ, କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି

ଅମରାବତୀ,୯ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଘୋଷଣା ମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମତ୍ସ୍ୟଜାତ ଦ୍ରବ୍ୟ ନିମନ୍ତେ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଙ୍ଗୁଡ଼ି ଭଳି ଉତ୍ପାଦଗୁଡ଼ିକୁ ଅତିରିକ୍ତ ଶୁଳ୍କରୁ ମୁକ୍ତ କରିବା … Read More

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି ଏହି ଘଟଣାକୁ ନିଶ୍ଚିତ କରାଯାଇଥିଲେ ମଧ୍ୟ … Read More

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ ପୀଡିତା ସୁଷମା ଦେବୀ, ତାଙ୍କ ପିଲାମାନେ ଏବଂ ଭଉଣୀ ପୁନମ କୁମାରୀ ଅଟ୍ରି ବ୍ଲକ ଅନ୍ତର୍ଗତ … Read More

ହରିୟାଣା ପୁଲିସ ଫାଣ୍ଡି ଉପରେ ଖଲିସ୍ତାନୀ ଗ୍ରୁପର ଗ୍ରେନେଡ୍ ଆକ୍ରମଣ

କୈଥଲ: ପଞ୍ଜାବ ସୀମାବର୍ତ୍ତୀ ହରିୟାଣାର କୈଥଲ ଜିଲ୍ଲାର ଅଜିମଗଡ ପୁଲିସ ଫାଣ୍ଡି ଉପରେ ବାବର ଖାଲସା ଗୋଷ୍ଠୀ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛି। ଏହି ବିସ୍ଫୋରଣ ରବିବାର ସକାଳେ ଘଟିଥିଲା। କିନ୍ତୁ ପ୍ରାରମ୍ଭରେ ପୁଲିସ ଏହି ମାମଲାରେ କୌଣସି ଠୋସ୍ ପ୍ରମାଣ … Read More

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ … Read More

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି … Read More

ଖୁବ୍‌ ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌, ପାଣିବୋତଲ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ (ଓମ୍‌ଫେଡ୍‌) ଚକ୍‌ଲେଟ୍‌ ବଜାରରେ ପ୍ରବେଶ କରିବ। ଆଗାମୀ ଦିନରେ ଚକ୍‌ଲେଟ୍‌ ବିକ୍ରି କରିବ। ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। … Read More

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗୀର,୯।୪ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା ଦେଇ ଜଣେ ଦମ୍ପତି କିଣିଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ … Read More