ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪ । ଆଜି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଲାଗୁ ହୋଇଛି । ଚଳିତ ବଜେଟ୍ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ଆଜି ରାଜ୍ୟପାଳ ହରିବାବୁ … Read More

ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ, ଶ୍ରୀମନ୍ଦିର ପ୍ରଶାସନର ସୂଚନା କେନ୍ଦ୍ରରେ କ୍ରୟ ପାଇଁ ଉପଲବ୍ଧ

ପୁରୀ : ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ … Read More

ମୁର୍ଶିଦାବାଦ ଦଙ୍ଗା : ସିଏଏ ବିରୋଧୀ ଦଙ୍ଗା ପରି ରଣନୀତି ଅନୁସରଣ କରାଯାଉଛି : ଗୁଇନ୍ଦା ରିପୋର୍ଟ

କୋଲକାତା : ଓ୍ବାକଫ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ଘଟଣା ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଗୁଇନ୍ଦା ଏଜେନ୍ସି। ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି ଭଳି ରଣନୀତି ବ୍ୟବହାର କରୁଛନ୍ତି … Read More

ରାଉରକେଲାରେ ଚାଞ୍ଚଲ୍ୟ; ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଦିନକ ପରେ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଉଦ୍ଧାର … Read More

ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ଅଭିଯୋଗ, ଦମ୍ପତିଙ୍କୁ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା

ସୋର: ଦମ୍ପତିଙ୍କୁ ବାନ୍ଧି ୫ ଲକ୍ଷ ଟଙ୍କା ଲୁଟିନେଲେ । ପୋଷ୍ଟ ମାଷ୍ଟର ଘରୁ ଲୁଟ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗାଁର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକଙ୍କ ଘରୁ ଡକାୟତି । ଆଖିରେ ପଟି ବାନ୍ଧି … Read More

ସମ୍ବଲପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର । ରଙ୍ଗିଆଟିକ୍ରାରେ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ପୋଲିସ । ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । … Read More

ଗେମିଂ ଆପ: ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ

ବଲାଙ୍ଗିର: ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସାଇବର ସେଲ୍‌‌ ପକ୍ଷରୁ ସଇଁତଳା ଅଞ୍ଚଳର ଜଣେ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି। … Read More

ଏପ୍ରିଲ ୧୩ରେ ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ … Read More

କୋଟିଆ ଝାଡୁ ଗଲା ଛତିଶଗଡ଼

କୋରାପୁଟ: ଓରମାସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟାରେ କୋଟିଆରୁ ପଟାଙ୍ଗୀ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର ସହଯୋଗରେ ଛତିଶଗଡ ଯାଇଛି କୋଟିଆ ଝାଡୁ। କୋରାପୁଟ ଜିଲ୍ଲାର ପାହାଡ଼ରେ ମିଳୁଥିବା ସ୍ୱତନ୍ତ୍ର ଘାସରୁ ଫୁଲଝାଡୁ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଏ। … Read More

‘ଗ୍ଲୋବାଲ ମଡେଲ ଇଣ୍ଡିଆ’ରେ ଚମକିଲେ କୋରାପୁଟିଆ ଝିଅ ହୀନାରାଣୀ

କୋରାପୁଟ: ଗ୍ଲୋରିଅସ୍ ଓଡିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେସନ୍ ଇନକ୍ଲୁଜିଭିଟୀ ସୋ ୩ୟ ସଂସ୍କରଣ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟର ହୀନାରାଣୀ ପଟ୍ଟନାୟକ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଭାଗ ନେଇ କରି ଶ୍ରେଷ୍ଠ ପୁରସ୍କାର … Read More