ଗ୍ରେନେଡ୍ ଆକ୍ରମଣ ଘଟଣାରେ ସେନା ଯବାନ ଗିରଫ
ପଞ୍ଜାବରେ ଗତ ମାସରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ଜଳନ୍ଧର ପୁଲିସ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ଜଳନ୍ଧର ଗ୍ରାମୀଣର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ହରବିନ୍ଦର ସିଂ ଭିର୍କ ପ୍ରକାଶ କରିଛନ୍ତି ଯେ … Read More
