ମୁସଲିମ ମୌଳବାଦୀଙ୍କ ସହ ହାତ ମିଳାଇଛନ୍ତି ୟୁନୁସ୍
ଢାକା: ଗତ ବର୍ଷ ଅଗଷ୍ଟରେ ଏକ ହିଂସାତ୍ମକ ବିଦ୍ରୋହ ପରେ ଶେଖ ହାସିନାଙ୍କ ସରକାରର ପତନ ଏବଂ ସେ ଦେଶ ଛାଡି ପଳାଇବା ପରେ, ବାଂଲାଦେଶ ମୌଳବାଦୀ ଇସଲାମିକ ଗୋଷ୍ଠୀ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକର ଆଶ୍ରୟସ୍ଥଳ ହେବାକୁ ଯାଉଛି। ଶେଖ ହସିନାଙ୍କ … Read More
