ଅନଲାଇନ୍ ଶିଶୁ ଯୌନ ଶୋଷଣର ବଡ଼ ରାକେଟକୁ ଧରିଲା ସିବିଆଇ
ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆନ୍ତର୍ଜାତିକ ସଂସ୍ଥା ଜଡିତ ଥିବା ଅନଲାଇନ୍ ଶିଶୁ ଯୌନ ଶୋଷଣର ସାଇବର କ୍ରାଇମ ନେଟୱାର୍କକୁ ଠାବ କରିଛି। ଆମେରିକାରୁ ମିଳିଥିବା ସୂଚନା ଆଧାରରେ ଆରମ୍ଭ ହୋଇଥିବା ଅପରେସନ ହକ୍ ଅଧୀନରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ … Read More