ଏଆଇଏମଆଇଏମ ଘୋଷଣାକୁ ନେଇ ଚିନ୍ତାରେ ଟିଏମସି

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସିଙ୍କ ଦଳ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) ଦାବି କରିଛି ଯେ ପଶ୍ଚିମବଙ୍ଗର ମୁସଲିମ୍ ଜନସଂଖ୍ୟା ୪୦% ଅତିକ୍ରମ କରିଛି। ଦଳ ୨୦୨୬ ବିଧାନସଭା ନିର୍ବାଚନରେ ​​ସମସ୍ତ ଆସନରେ ଲଢ଼ିବାକୁ ଘୋଷଣା କରିଛି। ସାମ୍ବାଦିକ ସମ୍ମିଳନୀରେ ଦଳ ମୁସଲମାନ, … Read More

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର … Read More

ବିଜେପି ନୁହେଁ କଂଗ୍ରେସ ଆରମ୍ଭ କରିଥିଲା ହିନ୍ଦୀର ବ୍ୟବହାର: ଏଆଇଏଡିଏମକେ ନେତା

ଚେନ୍ନାଇ: ନୂଆ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ସହ ଭାଷା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଂଚିଛି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା … Read More

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଚୁକ୍ତିକୁ ସହମତି ଦେବା ପୂର୍ବରୁ ଦୁଇଟି ସର୍ତ୍ତ ରଖିଛନ୍ତି ପୁଟିନ୍

ନୂଆଦିଲ୍ଳୀ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଉଭୟ ୟୁକ୍ରେନ୍ ଓ ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ପାଇଁ ବାରମ୍ୱାର … Read More

ଷ୍ଟାଲିନ ତୁମେ କେତେ ବଡ ମୂର୍ଖ: ଅନ୍ନାମଲାଇ

ଚେନ୍ନାଇ: ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କର ଜାତୀୟ ଶିକ୍ଷା ନୀତି, ସୀମା ନିର୍ଦ୍ଧାରଣ ଏବଂ ତିନି ଭାଷା ସୂତ୍ର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ବିବାଦ ଲାଗିରହିଛି । ତାମିଲନାଡୁର ଡିଏମକେ ସରକାର ତାମିଲନାଡୁ ବଜେଟର … Read More

ହୋଲି ରଙ୍ଗ ଲଗାଇବାକୁ ବାରଣ କରିବାରୁ 25 ବର୍ଷୀୟ ଯୁବକଙ୍କ ଗଳାକାଟି ହତ୍ୟା

ଜୟପୁର,୧୩ା୩: ରାଜସ୍ଥାନର ଦୌସା ଜିଲାରେ ହୋଲି ପୂର୍ବରୁ ରଙ୍ଗ ଲଗାଇବାକୁ ତିନି ଜଣ ବ୍ୟକ୍ତିଙ୍କୁ ବାରଣ କରିବାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ପୋଲିସ କହିଛି। ବୁଧବାର ସନ୍ଧ୍ୟାରେ ରାଲୱାସ ଗ୍ରାମରେ ଏହି ଘଟଣା … Read More

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଶୁକ୍ରବାର (୧୪ ମାର୍ଚ୍ଚ, ୨୦୨୫) ରଙ୍ଗର ପର୍ବ ହୋଲି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୧୩ ମାର୍ଚ୍ଚ) ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ … Read More

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ

ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ … Read More

ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଗତ ଏକ ବର୍ଷରେ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର

ଭୁବନେଶ୍ୱର,୧୩।୩: ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ଏକ ବର୍ଷ ( ଜାନୁୟାରୀ ୨୦୨୪ ରୁ ଜାନୁୟାରୀ ୨୦୨୫ ) ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ … Read More

୩ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଛୁଇଁଲା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଓଡ଼ିଶାରେ ଚଳିତ ଗ୍ରୀଷ୍ମଋତୁର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଛୁଇଁଛି। ରାଜ୍ୟର ଝାରସୁଗୁଡା ସହରରେ ତାପମାତ୍ରା ସର୍ବାଧିକ ୪୧.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। … Read More