ସନ୍ତାନ ଜନ୍ମ କରିବା ପାଇଁ ବିଦେଶୀ ଯୁବତୀଙ୍କୁ କିଣୁଛି ଚୀନ୍: ମୂଲ୍ୟ ମାତ୍ର ୨ ଲକ୍ଷ
ବେଜିଂ: ଚୀନ୍ରେ ବିବାହ ସଙ୍କଟ ଏବେ ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସଂଖ୍ୟାନ ଅନୁସାରେ ୨୦୨୪ ମସିହାରେ ଚୀନ୍ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଥିଲା, ଯେତେବେଳେ କି ୨୦୨୩ ମସିହାରେ ଏହି ସଂଖ୍ୟା ୭୭ … Read More
