ପଞ୍ଚଭୂତରେ ଲୀନ ହେଲେ ଅୟେଶକାନ୍ତ, ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସଂପନ୍ନ
ପୁରୀ : ପଞ୍ଚଭୂତରେ ଲୀନ ହେଲା କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟେଶକାନ୍ତ ସ୍ବାଇଁଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବଶର ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଅୟେଶକାନ୍ତଙ୍କ ପୁଅ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ ପରିବାର … Read More