ଗୋଡ଼ର ଅସ୍ତ୍ରୋପଚାର ପରେ ହସ୍ପିଟାଲ ୱାର୍ଡକୁ କାର୍ଯ୍ୟାଳୟ କଲେ ଜିଲ୍ଲା ସଭାପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବିଜେପି ଜିଲ୍ଲା ସଭାପତି ଅନିଲ ଦୀକ୍ଷିତଙ୍କ ଏକ ଫଟୋ ଚର୍ଚ୍ଚାରେ ରହିଛି। ଅନିଲ ଦୀକ୍ଷିତଙ୍କୁ ନିକଟରେ କାନପୁର ଉତ୍ତରର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ସେ … Read More

ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ

ଭୁବନେଶ୍ବର: ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି … Read More

ପୋଲିସକୁ ବାନ୍ଧିଲା ପୋଲିସ, ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ

ବୌଦ୍ଧ: ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଏପରି ଘଟଣା ଦେଖିବାକୁ ମିଳିଛି । ମନମୁଣ୍ଡା ଥାନା ପୋଲିସ ବାରାକରୁ ୧୫ କେଜି ଗଞ୍ଜେଇ ଜବତ … Read More

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

ପୁରୀ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍‌ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍‌ ହରିଶ ଟଣ୍ଡନ … Read More

ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ

ପାଟ୍‌ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର … Read More

ମହିଳାଙ୍କ ଘରୁ ଜବତ ହେଲା ୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ନୋଟ୍ !

ପୁରୀ: ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। … Read More

ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ, ନିର୍ବନ୍ଧ ପରେ ୩ଲକ୍ଷର ସୁନା ଅଳଙ୍କାର ନେଇ ମାରିଲା ଚମ୍ପଟ

ଭୁବନେଶ୍ୱର : ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ । ନିର୍ବନ୍ଧ କରି ସୁନା ନେଇ ମାରିଲେ ଚମ୍ପଟ । ସାମ୍ନାକୁ ଆସିଲା ଏପରି ଏକ ରୋଚକ ଲୁଟ । ଭୁବନେଶ୍ବରର ନୟାପଲ୍ଲୀ ଥାନାରେ ଏତଲା ଦେଲେ ବରପକ୍ଷ । … Read More

ଘରୁ କୋଟିଏ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ: ସାଲେପୁର ଥାନା ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁରେ ବଡ଼ଧରଣର ଲୁଟ୍‌ । ସୋମବାର ବିଳମ୍ଵିତ ରାତିରେ ଏହି ଲୁଟ୍ ହୋଇଛି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା … Read More

ପ୍ରଥମ ବଜେଟ୍‌ରେ ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ବଡ଼ ଉପ‌ହାର ଦେଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସେ ତାଙ୍କର ପ୍ରଥମ ବଜେଟ୍‌ରେ ବସ୍ତି ଓ ଜେଜେ କଲୋନିରେ ରହୁଥିବା ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଦିଲ୍ଲୀର … Read More

ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜୀବନ ଗଲାଣି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ … Read More