ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ମିଆଁମାର ସୀମା ସ୍ଥିରତା ଉପରେ କଲେ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମିଆଁମାରରେ … Read More

ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମ୍ମାନ ହାନି … Read More

ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେଲେନାହିଁ ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଗୃହରେ କହିବାକୁ ଦେଇନଥିଲେ। ମହାକୁମ୍ଭ ଏବଂ ବେକାରୀ ପ୍ରସଙ୍ଗରେ ସେ କିଛି କହିବାକୁ ଚାହୁଁଥିଲେ ବୋଲି ଗାନ୍ଧୀ କହିଛନ୍ତି।ସେ … Read More

ଦୁଷ୍କର୍ମ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇବା ସହ ଏହି ରାୟ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶରେ କୁହାଯାଇଛି ଯେ ସ୍ତନ ସ୍ପର୍ଶ କରିବା କିମ୍ବା ପାଇଜାମାର ଡୋର … Read More

ପ୍ରତିବାଦର ଆଉ ଏକ ନୂଆ ଉପାୟ ଆପଣାଇଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

ଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା … Read More

ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା … Read More

ଗରିବ କଏଦୀଙ୍କୁ ବଡ଼ ଆଶ୍ୱସ୍ତି: ସରକାର ଦେଉଛନ୍ତି ଜରିମାନା, ୬୦ କୋଟି ଟଙ୍କାର ବ୍ୟବସ୍ଥା

ନୂଆଦିଲ୍ଲୀ: ଜରିମାନା କିମ୍ବା ଜାମିନ ଟଙ୍କା ଦେଇ ନ ପାରିବା କାରଣରୁ ଜେଲ୍ ଦଣ୍ଡ ପୂରଣ କରିବା ସତ୍ତ୍ୱେ ଜେଲ୍‌ରୁ ମୁକ୍ତ ହୋଇପାରି ନଥିବା ଗରିବ କଏଦୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ … Read More

ମୁସଲିମ୍‌ମାନେ ଅଧିକ ରଙ୍ଗୀନ୍ ପୋଷାକ ପିନ୍ଧନ୍ତି, ତେବେ ହୋଲି ଖେଳିବାରେ ଅସୁବିଧା କ’ଣ? ପ୍ରଶ୍ନ କଲେ ଯୋଗୀ

ଲକ୍ଷ୍ନୌ: ହୋଲି ସମୟରେ ୟୁପିରେ ଥିବା ମସଜିଦକୁ ଘୋଡାଇ ଦିଆଯିବା ସହ ମୁସଲିମମାନେ ରଙ୍ଗ ଲଗାଇବାକୁ ମନା କରୁଥିବାର ଖବର ଆସିଥିଲା। ଏହି ସବୁ ଖବରକୁ ନେଇ ଏକ ସାକ୍ଷାତକାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ମନ୍ତବ୍ୟ ଦେଇଛନ୍ତି। ଯୋଗୀ … Read More

ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦୀ’ ଯୋଜନା ଆରମ୍ଭ: ମୁସଲମାନଙ୍କୁ ଇଦ୍ କିଟ୍ ବଣ୍ଟନ

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। “ସୌଗାତ-ଏ-ମୋଦୀ” ନାମରେ ନାମିତ, … Read More

ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ: ମରିୟମ ଏବଂ ବିଲାୱଲଙ୍କ ସମର୍ଥକ ଖଣ୍ଡା ଧରିଲେ

ଇସଲାମାବାଦ: ମରୁଡ଼ି ଚେତାବନୀ ମଧ୍ୟରେ ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ, ପଞ୍ଜାବ ଏବଂ ସିନ୍ଧ୍ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବରେ ପିଏମଏଲଏନ ସରକାର ଅଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ … Read More