ମୁଖ୍ୟମନ୍ତ୍ରୀ ନୁହେଁ ସୁପର ମୁଖ୍ୟମନ୍ତ୍ରୀ ଚଳାଉଛନ୍ତି ସରକାର: ତେଜସ୍ୱୀ
ପାଟନା: ଆଜି ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ତେଜସ୍ୱୀ କହିଛନ୍ତି ଯେ ସେ ଏହା ଅନେକ ଥର କହିଛନ୍ତି ଏବଂ ଏବେ ଜେଡିୟୁ ଛାଡି ବିଜେପିରେ ଯୋଗ ଦେଇଥିବା … Read More
