ଅଶ୍ଳୀଳତା ମୁକ୍ତ ହେବ ଖଣ୍ଡଗିରି ଯାତ୍ରା; ନାଚି ପାରିବେନି ନିଶା, ରାଣୀ ପ୍ରିୟଦର୍ଶିନୀ ଓ ସାହୁ ଭାଉଜ
ଭୁବନେଶ୍ବର: ରାଜଧାନୀର ଛାତି ଉପରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି କୁମ୍ଭମେଳା ପାଖେଇ ଆସୁଛି। ସମୟ କମ୍ ଦିନ ଥିବାରୁ ଏବେ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର … Read More