ବିଜେପି, ଆରଏସଏସ ଓ ଭାରତ ବିରୋଧରେ କଂଗ୍ରେସ ଲଢ଼େଇ କରୁଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ରାହୁଲ। ଯାହାକୁ ନେଇ ବିଜେପି … Read More

ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ରୋକ୍‌, ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୂର୍ବତନ ଟ୍ରେନି  ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି। ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟରୁ ଜାମିନ ନ ପାଇବା ପରେ ପୂଜା ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତବର୍ଷ UPSC ଦ୍ୱାରା ପୂଜା ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରାଯାଇଥିଲା। ଅନ୍ୟ ପଛୁଆ ବର୍ଗ … Read More

ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସର ବିରୋଧ, କହିଲା- ନିର୍ବାଚନ ଲଢିବା ନୁହେଁ ମୌଳିକ ଅଧିକାର

ନୂଆଦିଲ୍ଲୀ ୧୫।୧: ଦିଲ୍ଲୀ ପୋଲିସ ଫେବୃଆରୀ ୨୦୨୦ ଦଙ୍ଗା ସମ୍ପର୍କିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ତାହିର ହୁସେନଙ୍କ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରିଛି। ତାହିର ହୁସେନ ଏଆଇଏମଆଇଏମ ଟିକେଟରେ ଦିଲ୍ଲୀ … Read More

ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର ’ଭାର୍ଗବାସ୍ତ୍ର’

ନୂଆଦିଲ୍ଲୀ: ସୀମାରେ ଅଶାନ୍ତି ସୃଷ୍ଚି କରିବାରେ ପାକିସ୍ତାନ ବେଶ୍‌ ଧୁରନ୍ଧର । ବିନା କାରଣରେ ଗୁଳିମାଡ଼ କରିବା ସହିକ ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି … Read More

ୟୁକ୍ରେନର ୧୦୦ଟି ସ୍ଥାନରେ ରୁଷର ପ୍ରଚଣ୍ଡ ଆକ୍ରମଣ

କିବ୍ : ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି … Read More

ମୂର୍ତ୍ତି ଭାଙ୍ଗିଲେ ବି ଖର୍ଚ୍ଚ ବଢିବ… ଭଙ୍ଗାଯିବନି ମାୟାବତୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ସରକାରୀ ଖର୍ଚ୍ଚରେ ନିଜର ଓ ନିଜ ଦଳର ସଂକେତ ହାତୀ ମୂର୍ତ୍ତି ଲଗାଇବା ବିରୋଧରେ ତାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି କୋର୍ଟ । ସୁପ୍ରିମ୍ … Read More

୫୦ବର୍ଷ ପୂର୍ବେ କୁମ୍ଭମେଳାକୁ ଆସିବା ପାଇଁ ଯୋଜନା କରିଥିଲେ ଷ୍ଟିଭ ଜବ୍ସ

ନୂଆଦିଲ୍ଲୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗତମଙ୍ଗଳବାର ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ପ୍ରଥମ ‘ଅମୃତ ସ୍ନାନ’ କରିଥିଲେ। ଏହି ଅମୃତ ସ୍ନାନ ବିଶ୍ୱାସୀମାନଙ୍କୁ ପାପରୁ ମୁକ୍ତ କରିଥାଏ ତଥା … Read More

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବର ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ

ବାରଣାସୀ ୧୫।୧ : କାଶୀ ବାସିନ୍ଦା ପ୍ରଶିଦ୍ଧ ସରୋଦ ବାଦକ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକାର ଦ୍ୱିତୀୟବାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା … Read More

ଦିଲ୍ଲୀ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି, ଧର୍ମେନ୍ଦ୍ର-ବୈଜୟନ୍ତ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ଦଳର ନେତା। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଏହାରି … Read More

୪୭ ବର୍ଷ ପରେ ବଦଳିଲା କଂଗ୍ରେସ ଠିକଣା, ଇନ୍ଦିରା ଭବନ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ଠିକଣା ବଦଳିଯାଇଛି। ୪୭ ବର୍ଷ ପରେ କଂଗ୍ରେସର ଠିକଣା ବଦଳିଛି। ବୁଧବାର ନୂଆ ଘରେ ଗୃହ ପ୍ରବେଶ କରିଛି ଦଳ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା … Read More