୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍‌ପି

ସମ୍ବଲପୁର : ଗତ ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରେ ଏକ ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାହା ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି। ହାଇୱା ଡ୍ରାଇଭର ଜାଣିଶୁଣି … Read More

ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ବର : ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ। ବୁଲୁ ଓରଫ ନାରାୟଣ ସତନାମୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଇରାଶିଷ। ୨୦୧୮ ମସିହାରେ ସଂଗଠିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଇରଶିଷଙ୍କ ସମେତ ଅନ୍ୟ ୩ … Read More

ଟୋକିଓ ମାଛ ମାର୍କେଟରେ ନୂଆ ରେକର୍ଡ, ଗୋଟିଏ ମାଛ ୧୧ କୋଟିରେ ନିଲାମ

ଟୋକିଓ : ନୂଆବର୍ଷରେ ନୂଆ ରେକର୍ଡ। ଜାପାନର ଟୋକିଓ ସହରର ମାଛ ବଜାରରେ ପ୍ରତିବର୍ଷ ଭଳି ଆୟୋଜିତ ମାଛ ନିଲାମରେ ଏଥର ଏକ ବଡ଼ ରେକର୍ଡ ସୃଷ୍ଟି ହୋଇଛି। ରବିବାର ଟୋକିଓର ଏହି ମାଛ ବଜାରରେ ବ୍ଲୁଫିନ୍ ଟ୍ୟୁନା ମାଛ ନିଲାମ … Read More

୨ ପିଲାଙ୍କୁ ମାରିବା ପରେ ଜୀବନ ହାରିଲେ ବାପା-ମା’

ବେଙ୍ଗାଲୁରୁ : ନିଜର ୫ ବର୍ଷୀୟ ଝିଅ ଓ ୨ ବର୍ଷର ପୁଅକୁ ପ୍ରଥମେ ନିଜ ହାତରେ ହତ୍ୟା କଲେ। ଏହାପରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଜୀବନ ହାରିଦେଲେ। ବନ୍ଦ ଘର … Read More

ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ନୂଆଦିଲ୍ଲୀ : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ … Read More

ମହାକୁମ୍ଭରେ ଆକର୍ଷଣ ସାଜିଛନ୍ତି ୩ଫୁଟ୍ ୮ଇଞ୍ଚ୍ ର ଛୋଟୁ ବାବା, ୩୨ବର୍ଷ ହେବ ନ ଗାଧୋଇ ଚର୍ଚ୍ଚାରେ

ଉତ୍ତରପ୍ରଦେଶ 06/01 : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏଥିପାଇଁ ନାଗା ସାଧୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ଚଳିତ ମହାକୁମ୍ଭରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗଙ୍ଗାପୁରୀ ମହାରାଜ ଅର୍ଥାତ୍ ଛୋଟୁ ବାବା। ସେ ସେ ଦିନେ ନୁହେଁ, କି … Read More

ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଭାରତକୁ ପୁଣି ଡରାଇବା ଆରମ୍ଭ କରିଛି ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ। କରୋନା ଭଳି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ ୩ ଜଣ ଚିହ୍ନଟ ହୋଇସାରିଲେଣି। ବେଙ୍ଗାଲୁରୁରେ ୨ ଜଣ ନବଜାତକଙ୍କ ନମୁନାରୁ … Read More

ଆଇଇଡି ଲଗାଇ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଲେ ନକ୍ସଲ: ୮ ଯବାନ ସହିଦ, ଡ୍ରାଇଭର ମୃତ

ରାୟପୁର : ଛତିଶଗଡ଼ର ବିଜାପୁରରେ ଭୟଙ୍କର ବିସ୍ଫୋରଣ କରିଛନ୍ତି ନକ୍ସଲ। ଅପରେସନରୁ ଫେରୁଥିବା ସୁରକ୍ଷାକର୍ମୀଙ୍କ ସ୍କର୍ପିଓକୁ ସେମାନେ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ବି ପ୍ରାଣ ହରାଇଛନ୍ତି। … Read More

କଂଗ୍ରେସର ‘ପ୍ରିୟ ଦିଦି ଯୋଜନା’: ପ୍ରତି ମହିଳାଙ୍କୁ ଦେବ ୨,୫୦୦ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି … Read More

ରାଗିଗଲେ ରାଜ୍ୟପାଳ, ବିଧାନସଭା ଗୃହ ଛାଡ଼ି ପଳାଇଲେ

ଚେନ୍ନାଇ : ରାଗିଗଲେ ରାଜ୍ୟପାଳ। ରାଗରେ ତମତମ ହୋଇ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କଲେ। ଏପରିକି ଗୃହ ଛାଡ଼ି ମଧ୍ୟ ପଳାଇଲେ। ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ ଭୋଲଟେଜ ଡ୍ରାମା। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ … Read More