ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ସ୍ଥପତି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା
ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ଆଜି ଷ୍ଟାଚ୍ୟୁ ଭୁଣୁଡ଼ିବା ଘଟଣାରେ କଲ୍ୟାଣର ଜଣେ ସ୍ଥପତି ଓ କୋଲାହାପୁରର ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ … Read More