ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା: ଡାକ୍ତରମାନଙ୍କ ପକ୍ଷରୁ ଆରମ୍ଭ ହୋଇଗଲା ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ: ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଶନିବାର ଦିନ ଆରମ୍ଭ ହୋଇଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର … Read More

ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

ବେରୁତ: ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି। ଆଜି ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ … Read More

ଦୋଛକିରେ ମେହେବୁବା ମୁଫତି.. ନିର୍ବାଚନ ଲଢିବେ ନା ନାହିଁ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ … Read More

କୋଲକାତା ଆରଜି କର ହସ୍ପିଟାଲରେ ପହଞ୍ଚିଲା CBI, କ୍ରାଇମ୍ ସିନର ହେବ ଡିଜିଟାଲ ମ୍ୟାପିଂ

ନୂଆଦିଲ୍ଲୀ : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାନକ ଘଟଣାର ଟିକନିଖ୍ ତଥ୍ୟର ପର୍ଦ୍ଦାଫାସ କରିବ ସିବିଆଇ। ଆଜି ଆରଜି କର ମେଡିକାଲ କଲେଜରେ ପହଞ୍ଚି ତନ୍ନାଘନା ଆରମ୍ଭ କରିଛି ସିବିଆଇ ଟିମ୍। ତଦନ୍ତକାରୀ ସଂସ୍ଥା … Read More

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା; ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଦାରା ସିଂହଙ୍କ ଆବେଦନ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହ ମୁକ୍ତି ପାଇଁ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ। ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମର୍ସି ପିଟିସନ ଦାଖଲ କରିଛନ୍ତି ଦାରା ସିଂ ଓରଫ୍ … Read More