କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା

କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା,  ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବିଜେଡି ବରିଷ୍ଟ ନେତା ତଥା … Read More

ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: କାରରୁ ମିଳିଲା ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ। ଜଟଣୀ ଥାନା ରାମଚନ୍ଦ୍ରପୁର ବଜାର ନିକଟ ୧୨ ନମ୍ବର ୱାର୍ଡ ଆରଆଇ ଅଫିସ ପାଖରେ ଅଲ୍ଟୋ କେ୧୦ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜଟଣୀ ପୁଲିସ ପହଂଚି … Read More

ପୋଲାଭରମ ପ୍ରକଳ୍ପ ବିବାଦ: ମୋଟୁ ଅଂଚଳ ଗସ୍ତ କଲେ କଂଗ୍ରେସ୍‌ର ଟିମ୍‌

ମାଲକାନଗିରି : ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ … Read More

ସିମ୍ ବକ୍ସ ଜବତ ଘଟଣା; ମାଷ୍ଟର ମାଇଣ୍ଡ ବାଂଲାଦେଶୀ, ଚାଇନା ଓ ପାକିସ୍ତାନକୁ ହେଉଥିଲା କଲ୍‌

ଭୁବନେଶ୍ବର : ‘ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍‌ ଲିଙ୍କ। ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶକୁ କଲ୍‌ କରାଯାଉଥିଲା। ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର … Read More

କିଙ୍ଗପିନଙ୍କ ସମେତ ୫ ଲୁଟେରାଙ୍କୁ ବାନ୍ଧିଲା ପୁଲିସ୍‌

କଟକ : ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ କଟକ ଜଗତପୁର ଥାନା ପୁଲିସ୍‌ ମୁଖ୍ୟଅଭିଯୁକ୍ତଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ଏବେ ମଦ୍ୟ ଜଣେ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଲିଥିବା କଟକ ଡିସିପି ପ୍ରକାଶ … Read More

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଦମ୍ପତିଙ୍କ ସମେତ ୩ ମୃତ

ବାରିପଦା : ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଲେ ୩ ଚାଷୀ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଅନ୍ୟ … Read More

ମୋଦି ରୁଷ ଯାଇଥିଲେ, ଏବେ ଆମେରିକା ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ : ଚଳିତ ମାସର ଆମେରିକା ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତୀୟ ବୈଠକରେ ଶ୍ରୀ ସିଂହ ଯୋଗାଦେବେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିଥିଲେ। ଏହାକୁ ନେଇ ଆମେରିକା … Read More

‘ରାଜନୀତି ପାଇଁ ‘ରାଜ ଭବନ’ର ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ବେଙ୍ଗାଲୁରୁ : ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ‘ରାଜ ଭବନ’ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ସେ ଆହୁରି … Read More

୧୫୦ ମିଲିଗ୍ରାମ ସେମେନ ମିଳିବା ଓ ହାଡ଼ ଭାଙ୍ଗିବା ଖବରକୁ ମିଛ କହିଲା ପୁଲିସ୍‌

କୋଲକାତା: କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ କରୁଥିବା ବେଳେ ଡାକ୍ତରମାନେ ମଧ୍ୟ ଷ୍ଟ୍ରାଇକକୁ ଓହ୍ଲାଇଛନ୍ତି। ଏହି … Read More

ଲାଇନ୍‌ଚ୍ୟୁତ୍‌ ହେଲା ସାବରମତି ଏକ୍ସପ୍ରେସର ବାଇଶିଟି କୋଚ୍, ଅନେକ ଟ୍ରେନ୍ ହେଲା ବାତିଲ୍

ବାରଣାସୀ: ବାରଣାସୀରୁ ସାବରମତି ଅଭିମୁଖେ ଯାଉଥିବା ସାବରମତି ଏକ୍ସପ୍ରେସର ବାଇଶିଟି କୋଚ୍ ଶନିବାର ଭୋରୁ ଉତ୍ତରପ୍ରଦେଶର କାନପୁର ନିକଟରେ ଲାଇନ୍‌ଚ୍ୟୁତ୍‌ ହୋଇ ଯାତ୍ରୀମାନଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରିଛି। ଭୀମସେନ ନିକଟରେ ଟ୍ରେନଟି କାନପୁର ଛାଡ଼ିବାର କିଛି ସମୟ ପରେ … Read More