ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରୁଥିବା ମହିଳାମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କଟକ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରୁଥିବା ମାତୃଶକ୍ତିଙ୍କୁ ସାକ୍ଷାତ କରିଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା … Read More

ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ

ଭୁବନେଶ୍ବର: ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ ଖୋଲିବ ଏହି ଅବକାରୀ ଥାନା ଖୋଲାଯିବ। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ … Read More

ରେଭେନ୍ସା ନାଁ ବଦଳିବା ଦରକାର: ଧର୍ମେନ୍ଦ୍ର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଜି କଟକରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ … Read More

ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ସରକାର

ପୁରୀ : ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣା। ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। … Read More

କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବେଳେ ୨୫ ବେହୋସ, ୩ ମୃତ

ରାଞ୍ଚି : ଝାଡ଼ଖଣ୍ଡର ପଲାମୁରେ କନଷ୍ଟେବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ଘଟିଛି ଅଘଟଣ। ପରୀକ୍ଷା ବେଳେ ଅତ୍ୟଧିକ ଶାରୀରିକ ପରିଏଶ୍ରମ ଯୋଗୁ ପ୍ରାୟ ୨୫ ପରିକ୍ଷାର୍ଥୀ ବେହୋସ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଆଖି ବୁଜି … Read More

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ଦଳ ଛାଡ଼ିଲେ ନେତା

ଶ୍ରୀନଗର : ପାଖେଇ ଆସିଲାଣି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ସାମ୍ବା ଜିଲ୍ଲାର ଜିଲ୍ଲା ସଭାପତି କଶ୍ମୀରା ସିଂହ ଟିକେଟ ନ ମିଳିବାରୁ … Read More

ଭାରତକୁ ଧମକ ଦେଲେ ବାଂଲାଦେଶୀ ନେତା

ଢାକା : ବାଂଲାଦେଶରେ ଆୱାମୀ ଲିଗ୍ ସରକାର ଭାଙ୍ଗିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶରେ ନୋବେଲ ବିଜେତା ଶେଖ୍ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଚାଲିଛି। ଏହି ଅନ୍ତରୀଣ ସରକାରରେ ଖାଲିଦା ଜିଲ୍ଲାର ବାଂଲାଦେଶ … Read More

ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି

ନୂଆଦିଲ୍ଲୀ : ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ … Read More

ପତଞ୍ଜଳି ଟୁଥ୍‌ପେଷ୍ଟରେ ଆମିଷ ? ଆକ୍ସନ୍‌ ମୁଡ୍‌ରେ ହାଇକୋର୍ଟ

ନୂଆଦିଲ୍ଲୀ : ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି। ନିରାମିଶ ପ୍ରଡକ୍ଟରେ ବିକ୍ରି ହେଉଛି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି … Read More

‘ତୁରନ୍ତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ’

ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହେଉଥିବା ମହିଳା ବିରୋଧୀ ଅପରାଧ ଉପରେ ଗୁରୁତ୍ୱାରୋପ … Read More