ବିବାହିତ ମହିଳାଙ୍କୁ ‘ଫକ୍ସକନ’ରେ ଚାକିରି ମନା, ରିପୋର୍ଟ ମାଗିଲା କେନ୍ଦ୍ର
ଚେନ୍ନାଇ : ବିବାହ କରିଥିଲେ ଚାକିରି ମନା। ବିବାହତ ମହିଳାଙ୍କୁ ଚାକିରି ଦେଉନି ‘ଫକ୍ସକନ୍’। ଆଇଫୋନ୍ ନିର୍ମାତା କମ୍ପାନୀ ‘ଫକ୍ସକନ୍’ ଚେନ୍ନାଇରେ ଥିବା ତା’ର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ଆକ୍ସନ … Read More