ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।  ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ … Read More

ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଏମ୍ସ-୨ ସହ ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ସହାୟତା ମାଗିଲେ ରାଜ୍ୟ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ … Read More

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ | ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ଅଧ୍ୟକ୍ଷମାନଙ୍କ ଯୋଗୁଁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ … Read More

ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୁଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ୧୪୦ ଜଣଙ୍କ ଅବସ୍ଥା ଏବେ ବି … Read More

ଭିଡ଼ ହିଂସା ପାଇଁ ଆଇନ ଆଣ :ମୌଲାନା ମଦନି

ନୂଆଦିଲ୍ଲୀ: ଛତିଶଗଡ଼ ଓ ଆଲିଗଡ଼ରେ ଘଟିଥିବା ମବ୍ ଲିଞ୍ଚିଂ (ଭିଡ଼ ହିଂସା) ଘଟଣାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅରଶଦ ମଦନି ଗଭୀର ଦୁଃଖ ଓ ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଦେଶର ଅଧିକାଂଶ ଲୋକ … Read More

ପଦୋନ୍ନତି ଚାହୁଁନୁ, ଆମର ୱାର୍କ ଫ୍ରମ୍ ହୋମ୍ ଆବଶ୍ୟକ

ୱାଶିଂଟନ: କରୋନା ସମୟରେ, ଯେତେବେଳେ ଲକ୍ ଡାଉନ୍ ହୋଇଥିଲା ସେତେବେଳେ ଦୁନିଆର ପ୍ରାୟ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର(ୱାର୍କ ଫ୍ରମ୍ ହୋମ୍) ସୁବିଧା ଦେଇଥିଲେ। କରୋନା ଅବଧି ପରେ ଘରୁ କାମର ସୁବିଧା ସମାପ୍ତ ହୋଇଥିଲା। କିନ୍ତୁ … Read More

IAS ଅଧିକାରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ ଆଣିଲେ ଗାୟକ ଲକି ଅଲି

ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ ଲକି ଅଲି ଜଣେ IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଗାୟକ ଅଲି IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ସ୍ୱାମୀ ଓ ଦିଅରଙ୍କ ବିରୁଦ୍ଧରେ କର୍ଣ୍ଣାଟକ … Read More

ଜିଏସଟିକୁ ନେଇ ବଡ଼ ଘୋଷଣା: ପ୍ଲାଟଫର୍ମ ଟିକେଟ୍‌ ଓ ରେଳବାଇ ସେବାରେ ଲାଗିବନି ଟିକସ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୫୩ତମ ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏକାଧିକ ଦ୍ରବ୍ୟ ଓ ସେବା ଉପରରୁ ଟିକସ ଛାଡ଼ ଏବଂ ଟିକସ କୋହଳ ପାଇଁ ନିଷ୍ପତ୍ତି ହୋଇଛି। ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ … Read More

ମଧ୍ୟପ୍ରଦେଶରେ ମହିଳାଙ୍କୁ ରାସ୍ତା ମଝିରେ ମାଡ଼, ସୁରକ୍ଷା ଦେବା ବଦଳରେ ଭିଡିଓ ସୁଟ୍‌ କଲେ ଦେଖଣାହାରୀ

ଭୋପାଳ: ମଧ୍ୟପ୍ରଦେଶର ଧର ଜିଲ୍ଲାର ତାଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦର୍ଶକମାନେ ପୀଡିତାଙ୍କୁ ସାହାଯ୍ୟ କରିବାକୁ … Read More

ଆଗକୁ ବିଧାନସଭା ନିର୍ବାଚନ, ଆସନ ଭାଗବଣ୍ଟା ପୂର୍ବରୁ ବଡ଼ ସଙ୍କେତ ଦେଲେ ଶରଦ

ମୁମ୍ବାଇ : ଆଉ ମାସ କେଇଟା ପରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆପୋଷ ବୁଝାମଣା କରିବାକୁ … Read More