ନିଟ ପ୍ରଶ୍ନପତ୍ର ଲିକ୍ ମାମଲା : ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯିବ, ଦୋଷୀଙ୍କୁ ଛଡ଼ାଯିବ ନାହିଁ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷାକୁ ନେଇ ହୋଇଥିବା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ ଆମେ ଯେକୌଣସି ପ୍ରକାର ସଂସ୍କାର ପାଇଁ ପ୍ରସ୍ତୁତ। ପ୍ରଶ୍ନପତ୍ର ଲିକ୍ … Read More

ବିଷାକ୍ତ ମଦ ନେଲା ୩୪ ଜୀବନ, ୧୦୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କୁ ବାଦ୍‌ ଦେଲେ ଅନ୍ୟ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲା କଲେକ୍ଟର ଏମଏସ ପ୍ରସନ୍ନ ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଏ … Read More

ଉତ୍ତରାଖଣ୍ଡରେ ଜମି କିଣୁଥିବା ବାହାର ରାଜ୍ୟର ଲୋକଙ୍କୁ କରାଯିବ ଯାଞ୍ଚ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧକୁ ନେଇ ସମୀକ୍ଷା କରିଛନ୍ତି | ଆଇନ ଶୃଙ୍ଖଳାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସେ ଅଧିକାରୀମାନଙ୍କୁ … Read More