ଘାଟିରେ ପାହାଡ଼କୁ ପିଟିଲା ବସ୍; ୧୫ ଆହତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ … Read More