୫୪ ଔଷଧ ଶସ୍ତା, ମଧୁମେହ ରୋଗୀଙ୍କ ସମେତ କୋଟି କୋଟି ଲୋକ ଉପକୃତ ହେବେ

ନୂଆଦିଲ୍ଲୀ: ଔଷଧ ଖର୍ଚ୍ଚ ଦ୍ୱାରା ଗ୍ରାହକଙ୍କ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ବାରା ଗ୍ରାହକ ମଧ୍ୟ ସମସ୍ୟାରେ ପଡୁଛନ୍ତି।ମାତ୍ର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କର ମାସିକ ଖର୍ଚ୍ଚ ଏବେ ହ୍ରାସ ପାଇବ। ବାସ୍ତବରେ, କୋଟି କୋଟି … Read More

୧୮ରେ ଖୋଲିବ ସ୍କୁଲ; ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର : ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ … Read More

ଖଡ଼ଗେଙ୍କ ଭବିଷ୍ୟବାଣୀ: ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ NDA ସରକାର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିନି ସତ କିନ୍ତୁ ଇଣ୍ଡି ମେଣ୍ଟ ସହାୟତାରେ ୨୦୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଛି। ବିଜେପି ଏନ୍‌ଡିଏ ମେଣ୍ଟ ସହାୟତାରେ ସରକାର ଗଠନ କରିଛି। ତେବେ ଏହି ଏନ୍‌ଡିଏ ମେଣ୍ଟକୁ … Read More

କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷିତ

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା ବାଲ୍ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି। ୨୦୨୪ ବର୍ଷ … Read More

ଏନକାଉଣ୍ଟରରେ ୮ ନକ୍ସଲ ସଫା, ଜଣେ ଯବାନ ସହିଦ

ରାୟପୁର : ଏନକାଉଣ୍ଟରରେ ଟଳିଲେ ୮ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲାର ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ୮ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସେପଟେ ନକ୍ସଲଙ୍କ ଗୁଳିମାଡରେ ଜଣେ ଯବାନ … Read More