ପରାଜୟ ନେଇ ବିତର୍କ: ନିଜ ଲୋକେ ପିଠିରେ ଛୁରୀ ଭୁସିଲେ, ବିଜେପିର ୧୨ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ ହାରିବାର କାରଣ ଦର୍ଶାଇଲେ
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ତୃତୀୟ ପାଳି ଆରମ୍ଭ କରିଛନ୍ତି। ତେବେ ବହୁ ଆସନରେ ପରାଜୟକୁ ନେଇ ବିଜେପି ପକ୍ଷରୁ କାରଣ ଖୋଜା ଚାଲିଛି। ବିଜେପିର ୧୨ ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ … Read More