ଭୁବନେଶ୍ବରରେ ମୋଦି ପୁଣି କରିବେ ରୋଡ୍ ସୋ’
ଭୁବନେଶ୍ବର: ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ ଦେଖିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍ ସୋ’ କରିବେ। ମୋଦୀଙ୍କ ଏହି … Read More