ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ
ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ … Read More