ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କହିଲେ ଭୋକ୍କାଲିଗା ସନ୍ଥ
ବେଙ୍ଗାଲୁରୁ : କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦିଅନ୍ତୁ। ସେ ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଅନ୍ତୁ ବୋଲି ଭୋକ୍କାଲିଗା ସଂପ୍ରଦାୟର ଜଣେ ସନ୍ଥ ସର୍ବସମ୍ମୁଖରେ ସିଦ୍ଦରମୈୟାଙ୍କୁ ଆହ୍ୱାନ ଦେଇଛନ୍ତି। … Read More