ସରକାର କିଣିଲେନି, ବେପାରୀ ନେଉନାହାନ୍ତି: ଚିନ୍ତାରେ ଚିନାବାଦାମ ଚାଷୀ
ବାଲିକୁଦା: ବଡ଼ଚଣା ବ୍ଲକ ବିରୂପା ଗେଙ୍ଗୁଟି ଓ କେଲୁଅ ଅବବାହିକାର ଚିନାବାଦାମ ଚାଷୀ ଏବେ ଚିନ୍ତାରେ। କାରଣ ସେମାନଙ୍କ ଉତ୍ପାଦିତ ଚିନାବାଦାମ ଏବେ ଘରେ ଭାଡ଼ିରେ ଥାକ ମରାଯାଇଛି। ସରକାର କିଣୁନାହାନ୍ତି କି କିଣିବାକୁ ବେପାରୀ ମଧ୍ୟ ନାହାନ୍ତି। ଦର ଏତେ … Read More