ଯୌନ ଶୋଷଣ ଅଭିଯୋଗରେ ସିଆରପିଏଫ ଡିଆଇଜିଙ୍କୁ ବହିଷ୍କାର କଲେ ସରକାର
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀର କିଛି ମହିଳା ଯବାନଙ୍କ ଦ୍ୱାରା ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଡେପୁଟି ଇନ୍ସପେକ୍ଟର ଜେନେରାଲ … Read More