ବିବାହ ମଣ୍ଡପ, ଶ୍ମଶାନ ଓ ହସ୍ପିଟାଲରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ
ଚାଲିଥିଲା ବିବାହ। ବେଦିରେ ଥିଲେ ବର-କନ୍ୟା। ଚାରିଆଡେ ଅତିଥି ଓ ପରିବାର ଲୋକେ ମଧ୍ୟ ଏକାଠି ହୋଇଥିଲେ। ଠିକ୍ ଏତିକି ବେଳେ ହେଲା ଆତ୍ମଘାତୀ ବିସ୍ଫୋରଣ। ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଗଲା। ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ। କେବଳ … Read More