ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଅପରାଧିକ ମାମଲା ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ରବିବାର (ଜୁନ୍ ୨୩) ଏକ ଫୌଜଦାରୀ ମାମଲା ରୁଜୁ କରିଛି। ସିବିଆଇ ଆଇପିସି ଧାରା ୪୨୦ (ଠକେଇ) ଏବଂ ୧୨୦ ବି (ଷଡ଼ଯନ୍ତ୍ର) ଅନୁଯାୟୀ ଏଫଆଇଆର … Read More

ଆସନ୍ତାକାଲିଠୁ ସ୍ୱାଭାବିକ୍‌ ହେବ ସ୍କୁଲ୍‌

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ସ୍ଵାଭାବିକ ହେବ ସ୍କୁଲ୍ । ରାଜ୍ୟରେ ପାଗ ଅନୁକୂଳ ରହିଥିବାରୁ ସମସ୍ତ ସ୍କୁଲ ସ୍ୱାଭାବିକ୍‌ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଗତ ଗୁରୁବାର ସରକାରଙ୍କ ତରଫରୁ ପ୍ରକାଶ ପାଇଥିଲା ଚିଠି । ଏହା ସହ … Read More

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୬ ତାରିଖରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ରାଜ୍ୟର ୩୦ଟି ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ମୌସୁମୀ ବାୟୁ ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ୱାଭାବିକ … Read More

ସୁପ୍ରିମକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ ନିବେଦନ କରିଛନ୍ତି। ହାଇକୋର୍ଟ ଜାମିନ ଉପରେ … Read More

କାଳି ମାଡ଼ ପ୍ରସଙ୍ଗରେ ଛଅ ବର୍ଷ ପାଇଁ ବହିଷ୍କାର ହେଲେ ୫ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦଳର ୫ ଜଣ ନେତାଙ୍କୁ ଛଅ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ବହିଷ୍କୃତ କଂଗ୍ରେସ ନେତାମାନେ ହେଲେ ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ମହିଳା କଂଗ୍ରେସର … Read More

ଜିଦରୁ ଓହରିଲେ ଘରୋଇ ବସ ସଂଘ, ସ୍ବାଭାବିକ ହେବ ବାରିପଦାରେ ବସ୍ ଚଳାଚଳ

ବାରିପଦା: ଜିଦରୁ ଓହରିଲେ ଘରୋଇ ବସ ସଂଘ । ୩ ଦିନ ଧରି ବାରିପଦାରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସନ୍ଧ୍ୟାରୁ ହେବ ସ୍ବାଭାବିକ । ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ସୃଷ୍ଟି … Read More

ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ସଫା, LOC ନିକଟରୁ ମିଳିଲା ମୃତଦେହ

ଏନ୍‌କାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ କଶ୍ମୀର ବାରାମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷା ବାହିନୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ଘଣ୍ଟାର ଗୁଳିବିନିମୟ ପରେ ଦୁଇ ଜଣ ଆତଙ୍କବାଦୀ ନିହାତ ହୋଇଛନ୍ତି। … Read More

୧୦୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ୍‌ । ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ୍‌ ରଖିଛନ୍ତି । ସେ କହିଛନ୍ତି,ସୁଭଦ୍ରା ଯୋଜନା କ୍ୟାବିନେଟ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ୧୦୦ ଦିନ … Read More

ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ … Read More

NEET ପେପର୍‌ ଲିକ୍‌ ମାମଲା: ଦୁଇ ଶିକ୍ଷକ ଅଟକ

NEET ପରୀକ୍ଷାକୁ ନେଇ ଚାରିଆଡେ ବିବାଦ ଜାରି ରହିଛି। ଏହି ପେପର୍‌ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ପେପର୍ ଲିକ୍ ମାମଲରେ ବିହାର ପରେ ଏବେ ମହାରାଷ୍ଟ୍ରର ଲିଙ୍କ ସାମ୍ନାକୁ ଆସିଛି। ଧରାପଡିଛନ୍ତି ଦୁଇ ଜଣ ଶିକ୍ଷକ। ମହାରାଷ୍ଟ୍ରର ଲାତୁରରୁ … Read More