ସୁନ୍ଦରଗଡ଼ରେ ହିଟ୍ ଆଣ୍ଡ ରନ୍: ମଦୁଆ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା, ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସ୍କୋର୍ପିଓ ପିଟି ଚାଲିଲା
ସୁନ୍ଦରଗଡ଼: ସୁନ୍ଦରଗଡରେ ମଦୁଆ ସ୍କୋର୍ପିଓ ଚାଳକ କଲେ ସିରିଜ ଦୁର୍ଘଟଣା। ସୁନ୍ଦରଗଡ ସହର ଶଙ୍କରାରୁ ବାହାରିଲା ସ୍କୋର୍ପିଓ। ହୋଲି ଖେଳି ପୁରା ମତୁଆଲା ହୋଇଯାଇଥିଲେ ଡ୍ରାଇଭର ଓ ଆଉ ଜଣେ ଯୁବକ। ଆରମ୍ଭ ହୋଇଯାଇଥିଲା ଦୁର୍ଘଟଣା। ସୁନ୍ଦରଗଡ ମେଡ଼ିକାଲ କଲେଜ ସମ୍ମୁଖରୁ … Read More