କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ … Read More

ଆଗାମୀ ୨ ଦିନରେ କାଳବୈଶାଖୀ ପ୍ରଭାବ: ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିଛି। ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ନେଇ ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି … Read More

ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା

ଭୁବନେଶ୍ବର: ଆଜି ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବେ।  ଦିନ ୧୧ଟାରେ ମୟୁରଭଞ୍ଜ , ୧୨ଟାରେ … Read More

ଆପ୍‌ର ଏକମାତ୍ର ଲୋକସଭା ସାଂସଦ ବିଜେପିରେ ମିଶିଲେ

ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଗୋଟିଏ ବଡ଼ ଝଟକା ଲାଗିଛି। ଦଳର ଏକମାତ୍ର ସାଂସଦ ସୁଶିଲ କୁମାର ରିଙ୍କୁ ଆଜି ପଟ ପରିବର୍ତ୍ତନ କରିଛନ୍ତି। ସେ ଆପ୍‌ ଛାଡ଼ି ବିଜେପିରେ ମିଶିଛନ୍ତି। ରିଙ୍କୁ ପଦ୍ମ ଧରିବାରୁ ଆପ୍‌ ଏବେ ଲୋକସଭାରେ ସାଂସଦ … Read More

ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼

ନବରଙ୍ଗପୁର: ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ରାଜନୈତିକ କନ୍ଦଳ। ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼। ବଳଭଦ୍ର ମାଝୀଙ୍କୁ କିଛି ଅସନ୍ତୁଷ୍ଟ ଗୋଷ୍ଠୀର କିଛି କାର୍ଯ୍ୟ କର୍ତ୍ତା ଅଣ୍ଡାମାଡ଼ କରିଥିବା ସୂଚନା ରହିଛି। … Read More

୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ମନା

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି। ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । … Read More

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜୁ ଜନତା ‌ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ … Read More

୨ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଉଦ୍ଧବ ସେନା

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଉଦ୍ଧବ ଠାକରେଙ୍କ ଶିବସେନା। ଏହି ୧୬ ଜଣିଆ ପ୍ରାର୍ଥୀ ତାଲିକାରେ ୨ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନନ୍ତ ଗୀତେ ଓ ଅରବିନ୍ଦ ସାୱନ୍ତ … Read More

ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ ଅପରାଜିତାଙ୍କ କଟାକ୍ଷ; କହିଲେ, ‘ଯୋ ଡରଗୟା, ୱ ମରଗୟା’

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏହାପରେ ବିରାଟ … Read More

ଟଙ୍କା ଗଦାରେ ଶୋଇଛନ୍ତି ରାଜନେତା, ଫଟୋ ହେଲା ଭାଇରାଲ୍‌

ଲୋକସଭା ନିର୍ବାଚନ ପୂର୍ବରୁ ଆସାମର ଜଣେ ରାଜନେତାଙ୍କ ଅଜବ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ରାଜନେତା ଜଣଙ୍କ ଟଙ୍କା ଗଦାରେ ଶୋଇଛନ୍ତି। ତାଙ୍କ ଉପରେ ମଧ୍ୟ କିଛି ୫୦୦ ଟଙ୍କିଆ ନୋଟ୍‌ ପଡ଼ିଛି। ୫୦୦ ଟଙ୍କିଆ … Read More