ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ  ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। … Read More

ବଜ୍ରାଘାତରେ ୩୨ ଛେଳି ମୃତ, ୩ ଛେଳିଚରାଳି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା: ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ହାତୀଖାଲ ଗ୍ରାମରେ ସୋମବାର ଅପରାହ୍‌ଣରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଛି। ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନେ ହେଲେ ପପୁ ମହାଙ୍କୁଡ, ସାଇଶ୍ରୀ … Read More

ବିଭିନ୍ନ ପଦପଦବୀ ପାଇଁ ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲା ପାଇଁ ବିଜେଡିର ନୂଆ ନିଯୁକ୍ତି । ରଞ୍ଜନ କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପବିତ୍ର ଭୁତିଆଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ବିଧାନସଭା କ୍ଷେତ୍ର ସଂଯୋଜକ ଭାବେ ମିଳିଛି ନିଯୁକ୍ତି । … Read More

୩ ଦିନରେ ୪ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ପାରଦ । ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି … Read More

୨ ରୋଗୀଙ୍କୁ ବଞ୍ଚାଇବା ପାଇଁ ହୃତପିଣ୍ଡ ଓ କିଡନୀ ଦାନ କଲେ ଓଡ଼ିଶାର ସିଆରପିଏଫ ଯବାନ

ଭୁବନେଶ୍ୱର: ଓଡ଼ିଶାର ସିଆରପିଏଫ ହାବିଲଦାର କୃଷ୍ଣଚନ୍ଦ୍ର ମହାଭୋଇଙ୍କ ବିୟୋଗ ପରେ ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପରିବାର ନିଜ ହାର୍ଟ ଓ କିଡନୀ ଦାନ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ମହାଭୋଇ ଦୁଇ ବର୍ଷ ହେବ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ସହ … Read More

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା … Read More

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ … Read More

ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନରେ ବିଜେପି ବିଜୟୀ ହେବ: ଅପରାଜିତା

ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସହମତି ପ୍ରକାଶ କରି ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ହେବାର ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାର ୨୧ଟି ଲୋକସଭା ଆସନରୁ ଦଳ ୧୫ରୁ ଅଧିକ ଆସନ … Read More

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ … Read More

୧୦,୮୦୦ ବୋତଲ କଫସିରଫ ଜବତ, ୨୬ ଯୁବକ ଗିରଫ

ସମ୍ବଲପୁର: ସଦର ଥାନା ପୁଲିସ ବିପୁଳ ପରିମାଣର କଫ୍‌ ସିରପ୍ ଜବତ କରିଛି। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍‌, … Read More