ୱେବ ସିରିଜ ଦେଖି ରଚିଥିଲା ହତ୍ୟା ଷଡଯନ୍ତ୍ର

ରାୟପୁର: ଛତିଶଗଡର ରାୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଆମାସିଭାନ୍ନି ପୁଲିସ୍ କଲୋନୀରେ ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ଜଲି ସିଂଙ୍କୁ କଇଁଚି ସାହାଯ୍ୟରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ତାଙ୍କ ପ୍ରେମିକ ଜୟ ସିଂଙ୍କ ଦ୍ୱାରା କରାଯାଇଥିଲା। ବାସ୍ତବରେ, … Read More

ନିର୍ବାଚନ ବଣ୍ଡକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ସାର୍ବଜନୀନ କରିଥିଲେ । ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍‌ରେ ରଖିଛନ୍ତି। ଏକ … Read More

ବଦଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ନାଁ!

ବାଙ୍ଗାଲୋର : ଆଉ ଗୋଟିଏ ସପ୍ତାହ ପରେ ଆଇପିଏଲର ୨୦୨୪ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନୂଆ ନାଁରେ ଖେଳିପାରେ। ପ୍ରାଞ୍ଚାଇଜ ପକ୍ଷରୁ ଗୋଟିଏ ପ୍ରମୋସନାଲ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରୁ ସଙ୍କେତ … Read More

ଫ୍ୟାଟି ଲିଭର ଡିଜିଜ୍ ପାଇଁ ପ୍ରସ୍ତୁତ ପ୍ରଥମ ଔଷଧକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଫ୍ୟାଟି ଲିଭର ବା ଯକୃତ ଚର୍ବି ସମସ୍ୟାରେ ପୀଡିତ ରୋଗୀମାନଙ୍କ ପାଇଁ ଆସ୍ୱସ୍ଥିକର ଖବର। ଏଣିକି ଔଷଧ ମାଧ୍ୟମରେ ଭଲ ହୋଇପାରିବ ଫ୍ୟାଟି ଲିଭର ରୋଗ। ଏହି ରୋଗ ପ୍ରତିହତ ପାଇଁ ପ୍ରସ୍ତୁତ ପ୍ରଥମ ଔଷଧ ରେଜଡିଫ୍ରାକୁ ମିଳିଛି … Read More

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ, ମନା କରି ଦେଇଥିଲା ଜିଲ୍ଲା ପୁଲିସ୍

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ଶୋ’କୁ ମିଳିଲା ଅନୁମତି। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ କୋଏମ୍ବାଟୁର ଜିଲ୍ଲା ପୁଲିସ୍ ଅନୁମତି ଦେବାକୁ ମନା କରି ଦେଇଥିବା ବେଳେ ମାଡ୍ରାସ ହାଇକୋର୍ଟ ଆଜି ଦେଇଛନ୍ତି ଅନୁମତି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ହେବ ପ୍ରଧାନମନ୍ତ୍ରୀଙ୍କ … Read More

ବିନ୍ଦୁସାଗରରେ ମହିଳାଙ୍କ ମୃତଦେହ

ଭୁବନେଶ୍ୱର,୧୫ା୩: ଭୁବନେଶ୍ୱର ବିନ୍ଦୁସାଗରରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ମିଳିଛି। ଆଜି ଭୋର୍‌ରୁ ମହିଳାଙ୍କ ମୃତଦେହ ବିନ୍ଦୁସାଗରରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ … Read More

ବାଲେଶ୍ବର ଉପକୂଳରେ ଡଲ୍‌ଫିନ୍‌: ଅନୁକୂଳ ପରିବେଶ ହେଲେ ସଂଖ୍ୟା ବଢ଼ିବ

ବାଲେଶ୍ବର: ଡଲ୍‌ଫିନ୍‌କୁ ସାମାଜିକ ଓ ବିଚକ୍ଷଣ ପ୍ରାଣୀ ଭାବେ ବିଚାର କରାଯାଏ। ଯାହାକୁ ଦେଖିବା ପାଇଁ ସଭିଁଙ୍କ ମନରେ ରହିଥାଏ ଆଗ୍ରହ। ଓଡ଼ିଶା ଉପକୂଳର ଏକାଧିକ ଅଞ୍ଚଳରେ ଡଲ୍‌ଫିନ୍‌ଙ୍କ ଉପସ୍ଥିତି ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଇତିହାସକୁ ସମୃଦ୍ଧ କରି ଆସିଥିବା ବେଳେ … Read More

ହିଂସାର ପଥର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର ନକ୍ସଲ

ମାଲକାନଗିରି : ହିଂସାର ପଥର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର୍‌ ନକ୍ସଲ। ଆଉ ଉଭୟ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ଉଭୟଙ୍କୁ ଥଇଥାନ୍‌ କରାଯିବ ବୋଲି … Read More

ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି

ନୂଆଦିଲ୍ଲୀ/ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ଯାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଶ୍ରୀମତୀ ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ୫ ବର୍ଷ ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତି … Read More

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରତିବାଦରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ

ଭଦ୍ରକ : ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳିତ ହୋଇଯାଇଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା | ବରପଦା ଇଞ୍ଜିନିୟରିଂ କଲେଜରୁ ଭଣ୍ଡାରିପୋଖରୀ ବିଧାୟକ … Read More