ଏସସିବିରେ ହେଲା ବିରଳ ଅସ୍ତ୍ରୋପଚାର ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର
କଟକ: କଟକ ବଡ଼ ମେଡିକାଲରେ ବିରଳ ଅପରେସନ୍ ହୋଇଛି। କଟକ SCB ମେଡିକାଲ କଲେଜ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ଏହାର ନାଁ ହେଲା ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’। ଏପରି ଅପରେସନ୍ ରାଜ୍ୟରେ ପ୍ରଥମ … Read More