ଉଜ୍ଜୟିନୀ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି, ଶୁଭିଲା ‘ମୋଦୀ ମୋଦୀ’ ସ୍ଲୋଗାନ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚିଛି। ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି ପୂଜାର୍ଚ୍ଚନା କରିଥିଲୋ । ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ … Read More