କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପାସେଞ୍ଜାର ଟ୍ରେନ
ଭୁବନେଶ୍ବର: କେନ୍ଦ୍ରାପଡ଼ାବାସୀଙ୍କୁ ମେମୁଟ୍ରେନ୍ ଉପହାର ମିଳିବ। ଜନସାଧାରଣଙ୍କର ଯାତାୟତ ସୁବିଧା ପାଇଁ କେନ୍ଦ୍ରାପଡ଼ାକୁ ଟ୍ରେନ୍ ନେଟୱର୍କ ସହିତ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମେମୁ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଡିଆରଏମ୍ ଏସ୍ଏସ୍ ବାଜୱା … Read More