ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଅପରିପକ୍ୱତାର ପରିଚୟ ଦେଇଛନ୍ତି: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ଏତେ ବର୍ଷ ଦଳରେ ରହି ବିଜେଡି ଛାଡ଼ିବା ଭର୍ତ୍ତୃହରି ଙ୍କ ଅପରିପକ୍ୱତାର ପରିଚୟ। ବିଜେପି ଟିକେଟ୍ ଆଶାରେ … Read More

ଉନ୍ନୟନ କାର୍ଯ୍ୟ ନେଇ ଗ୍ୟାରେଣ୍ଟି କାର୍ଡ ଖେଳିଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି କଂଗ୍ରେସ ଭବନ ଠାରେ କଂଗ୍ରେସର ୯ ଟି ଗ୍ୟାରେଣ୍ଟି କାମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ଯାହା ରକିନାହାନ୍ତି … Read More

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଉମାକାନ୍ତ ସାମନ୍ତରାୟ: ପୁରୀ ବିଜେଡି ସଭାପତି

ପୁରୀ : ଆସନ୍ତା ଲୋକସଭା ତଥା ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଚୟନ କରିବାକୁ ବିଜୁ ଜନତା ଦଳ (ବିଜେଡି) ର ପକ୍ଷରୁ ପ୍ରାର୍ଥୀ ଚୟନ କରିବା ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟାରେ ପୁରୀ ଜିଲା ସଭାପତି ଦିବାକର ପାତ୍ର ଶନିବାର … Read More

ଏପ୍ରିଲ ପ୍ରଥମ ସପ୍ତାହରେ ଆସିପାରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୩।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ କରିପାରେ। ରିପୋର୍ଟ ଅନୁଯାୟୀ ନବୀନ ନିବାସରେ ଆଗାମୀ ନିର୍ବାଚନରେ ବଡ଼ ଲଢେଇ ପାଇଁ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ … Read More

ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ

ଭୁବନେଶ୍ବର : ବିଜେପି- ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାର ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜର ଯୋଦ୍ଧାଙ୍କୁ ମଇଦାନଙ୍କୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉଭୟ ଦଳ ମଧ୍ୟରେ … Read More

ବ୍ୟାପୁଛି ଝାଡ଼ାବାନ୍ତି; ଜଣେ ମୃତ, ୧୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ!

ସମ୍ବଲପୁର : ସମ୍ୱଲପୁର ଜିଲ୍ଲା ହୀରାକୁଦରେ ବ୍ୟାପୁଛି ଡାଇରିଆ। ସହରର ଘରେ ଘରେ ଡାଇରିଆ ରୋଗୀ। ଅଭିଯୋଗ ହୋଇଛି, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ହୀରାକୁଦ ସହର କାଳୁପଡ଼ାର ଟିକେଶ୍ୱର ନାୟକ। ପରିବାର ଲୋକଙ୍କ କହିବା ଅନୁସାରେ, ଝାଡାବାନ୍ତି ହେବାରୁ … Read More

ବିଦେଶରେ ଚାକିରି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଲେ; ଏବେ ସଂସ୍ଥାରେ ଝୁଲୁଛି ତାଲା

ଭୁବନେଶ୍ବର :ବମିଖାଲରେ ଅଫିସ ଖୋଲି ବିଦେଶରେ ଚାକିରି କରାଇଦେବାର ସ୍ୱପ୍ନ ଦେଖାଇଲେ। ଏଥିପାଇଁ ଯୁବବର୍ଗଙ୍କୁ ଟାର୍ଗେଟ କଲେ। ବିଦେଶରେ ଚାକିରି କରିବା ନିମନ୍ତେ ବାହାର ରାଜ୍ୟର ବହୁ ଯୁବକ ନିଜ ଘରର ଜିନିଷ ବିକି, ଧାରକରଜ କରି ଟଙ୍କା ଦେବାକୁ ଲାଗିଲେ। … Read More

ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ଆଉ ୬ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ବର : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଉ ୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ … Read More

ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର ପୂର୍ବାହ୍ନରେ ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସେବାୟତମାନଙ୍କଠାରୁ … Read More

ଅବକାରୀ କର୍ମଚାରୀଙ୍କୁ ପିଟିଲେ ନିଶା ମାଫିଆ, ଉଦ୍ଧାର କଲା ପୁଲିସ୍‌

ଆଠଗଡ଼ : ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ … Read More