ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ୫୬ଟି ଆସନ ମଧ୍ୟରେ ଓଡିଶାର … Read More

ମାଳଦ୍ୱୀପ ସଂସଦରେ ହାତାହାତି, ଗଡ଼ାଗଡ଼ି ହେଲେ ସାଂସଦ

ମାଳଦ୍ୱୀପ ସଂସଦରେ ଦେଖିବାକୁ ମିଳିଲା ରେସଲିଂ ରିଙ୍ଗର ଦୃଶ୍ୟ । ମାଳଦ୍ୱୀପ ସଂସଦ ଭିତରେ ଗୃହ କାର୍ଯ୍ୟ ବଦଳରେ ଚାଲିଲା ଘମାଘୋଟ ମାରପିଟ୍। ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାଗଡ଼ି ବି ହେଲେ ବିରୋଧୀ ଓ … Read More

ବିଜେପି ଓ ବିଜେଡି ମଧ୍ୟରେ ଲଭମ୍ୟାରେଜ ହୋଇଯାଇଛି: ଖଡ଼ଗେ

ଭୁବନେଶ୍ବର: ଓଡିଶା ବଞ୍ଚାଅ ସମାବେଶରେ ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖଡ଼ଗେ | ସେ କହିଛନ୍ତି ଯେ କଂଗ୍ରେସ ପାଇଁ ଓଡିଶା ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି | ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ … Read More

ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ। … Read More

ଇଡିରେ ହାଜର ହେଲେ ଲାଲୁ

ପ୍ରବର୍ତ୍ତନ ନିର୍ଦ୍ଦଶାଳୟରେ ହାଜର ହେଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଜମି ବଦଳରେ ଚାକିରି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ଜେରା କରୁଛି। ଲାଲୁ ପ୍ରସାଦ ଯାଦବ ଓ … Read More

ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କଲେ ଖଡ଼ଗେ

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି | ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, … Read More

ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି !

ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଅଣ୍ଟା ଭିଡୁଛି ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁସିସି ନିୟମ। ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି … Read More

ବିଜେଡି ଓ ବିଜେପି ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ … Read More

ପୈତୃକ ଘର ଦାନ କରି ନିଜର ମନ କଥା ଖୋଲି କହିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜର ପୈତୃକ ଘର ଦାନ କରି ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ସୂଚନାଯୋଗ୍ୟ, ସୋମବାର ସକାଳେ ଅର୍ଥ‌ାତ ଜାନୁଆରି ୨୯ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ … Read More

ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ବର: ଟ୍ୱିନ୍ ସିଟିରେ ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ଆଜି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ କାର୍ଯ୍ୟଭାର ହାତକୁ ନେଇଛନ୍ତି । ସେ ୧୦ତମ ପୋଲିସ କମିଶନର ଭାବେ … Read More