ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ମୁମ୍ବାଇର ଏକ ବଜାରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଭୟାବହତା ଏତେ ଅଧିକ ଯେ ଏହାକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।  ଏହି ଅଗ୍ନିକାଣ୍ଡରେ ଜଣେ ମୃତାହତ ହୋଇଥିବା ନେଇ … Read More

ପିକଅପ୍ ଭ୍ୟାନ ଓ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି ଏକ ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ … Read More

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିଳିମିଶି ନୂଆ ଓଡ଼ିଶା ଗଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ୍

ଭୁବନେଶ୍ୱର  : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ୍ । ମିଳିମିଶି ଗଢ଼ିବା ନୂଆ ଓଡ଼ିଶା । ଆଜି ବିଶ୍ବ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି । ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି । ଏଥିରେ … Read More

ବରଗଡ଼ରେ ସରିଲା ଧନୁଯାତ୍ରା, ମାମୁ କଂସଙ୍କୁ ବଧ କଲେ ଶ୍ରୀକୃଷ୍ଣ

ବରଗଡ଼   : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। କଂସ ବଧ ସହ ସରିଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ … Read More

ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉଦ୍ଦେଶ୍ୟରେ ଏକ ସାଧାରଣ ସଭା … Read More

ଗଣତନ୍ତ୍ର ଦିବସ ପାଳନ ସମୟରେ ଅଚେତ ହୋଇପଡ଼ିଲେ ପୂର୍ବତନ ଡେପୁଟି ସିଏମ

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା … Read More

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦ୍ବନ୍ଦ୍ବ ଦୂର କର : ନୀତୀଶଙ୍କୁ କହିଲା ଆରଜେଡି

ପଟନା: ବିହାରରେ ରାଜନୈତିକ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରଜେଡି ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଲଟିମେଟମ ଦେଇଛି । ବାସ୍ତବରେ ଆରଜେଡି ସାଂସଦ ମନୋଜ ଝା ଏକ ବୟାନ ଦେଇ କହିଛନ୍ତି ଯେ ବିହାର ରାଜନୀତିରେ … Read More

ପ୍ରଥମ ଥର ପାଇଁ ସାମରିକ ବ୍ୟାଣ୍ଡ ବଦଳରେ ବାଜିଲା ଶଙ୍ଖ, ନାଦସ୍ବର, ନଗାଡ଼ା ପରି ବାଦ୍ୟଯନ୍ତ୍ର

ନୂଆଦିଲ୍ଳୀ: ଭାରତ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ୨୦୨୪ ମସିହାର ସାଧାରଣତନ୍ତ୍ର ଦିବସ ଏକ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। କାରଣ ଚଳିତବର୍ଷ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ନିଆରା ପରେଡ୍‌ ଦେଖିବାକୁ ମିଳିଛି। … Read More

ରାଜ୍ୟସ୍ତରୀୟ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ଆଜି ଗଣତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗାମୟ ହୋଇଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ … Read More

ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ; ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ ଭାରତ ଆଜି ପାଳୁଛି ତାର ୭୫ତମ ଗଣଣତନ୍ତ୍ର ଦିବସ। ଆଜିର ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା … Read More