ଗଣତନ୍ତ୍ର ଦିବସ ଦିନକ ପୂର୍ବରୁ ପୁଲଓ୍ବାମାରୁ ମିଳିଲା ବୋମା, ନିଷ୍କ୍ରିୟ କଲା ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏକ ଆଇଇଡି (ବୋମା) ଠାବ କରି ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହାକୁ ନିଷ୍କ୍ରିୟ କରିଛି । ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ … Read More

ବିହାରରେ ରାଜନୀତି ସରଗରମ, ନିଜ ନିଜ ନେତାଙ୍କୁ ଡକାଇଲେ ନୀତୀଶ, ତେଜସ୍ବୀ

ପାଟନା: ନୀତୀଶ ପୁଣି ଥରେ ବିଜେପି ଶିବିରକୁ ଫେରିବାର ସମ୍ଭାବନା ମଧ୍ୟରେ ବିହାରରେ ରାଜନୀତି ସରଗରମ ହୋଇଚାଲିଛି । ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି । ସେହିପରି ବିଜେପି ମଧ୍ୟ ନିଜର … Read More

ନୀତୀଶ କୁମାରଙ୍କୁ ଲାଲୁଙ୍କ ଝିଅଙ୍କ କଟାକ୍ଷ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୀତୀଶ କୁମାର କର୍ପୂରୀ ଠାକୁରଙ୍କ … Read More

ପାଦ‌ରେ ୧୪୦୦କିମି ବାଟ ଯାତ୍ରା କରିବା ପରେ ରାମଲଲ୍ଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ବ୍ୟାକୁଳ

ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ଦର୍ଶନ କରିବା ପାଇଁ ପାଦରେ ଚାଲିଚାଲି ଯାଉଥିବା ମୁସଲମାନ ମହିଳା ଶବନମ ଶେଖ ଅଯୋଧ୍ୟାରୁ ମାତ୍ର ୧୭୯କିମି ଦୂରରେ ଅଛନ୍ତି।ସେ ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ ହୋଇଥିବା କହିଛନ୍ତି।ଶବନମ ଅଯୋଧ୍ୟା ଯାତ୍ରାକୁ ନେଇ କହିଛନ୍ତି, … Read More

ପଶ୍ଚିମବଙ୍ଗରେ ପ୍ରବେଶ କଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ବିରୋଧ ପ୍ରଦର୍ଶନ କଲା ଟିଏମସି

କୋଲକାତା : କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟ ସହଯୋଗୀ ତୃଣମୂଳ କଂଗ୍ରେସକୁ … Read More

ଆଗାମୀ ନିର୍ବାଚନରେ ରାହୁଲଙ୍କ ଅହଂକାରକୁ ଲୋକ ଦେଖିବେ – ହିମନ୍ତ

ଗୌହାଟୀ : ବଦଳିଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ୱର। ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହୁଥିଲେ କିନ୍ତୁ ଆଜି ଦରକାର ବୋଲି କହୁଛନ୍ତି। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ … Read More

ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

ବେଙ୍ଗାଲୁରୁ : ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସ୍ୱିଚ୍ ଟିପିବା ପରେ ବି ଷ୍ଟାର୍ଟ ହେଲାନି ମଟର୍‌। ସର୍ବସମ୍ମୁଖରେ ଲୋକହସା ହେଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କର୍ଣ୍ଣାଟକ … Read More

ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପିଟିଲା ଟ୍ରକ୍‌ – ୧୨ ମୃତ

ଲକ୍ଷ୍ନୌ : ଅଧା ରହିଗଲା ଗଙ୍ଗା ସ୍ନାନ। ଅଟୋରେ ଗଙ୍ଗା ସ୍ନାନ ପାଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପଛରୁ ପିଟିଲା ଟ୍ରକ୍‌। ଚାଲିଗଲା ୧୨ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଆଜି ସକାଳୁ ଶହାଜାହାଁପୁର … Read More

ପ୍ରଥମ ଦିନରେ ଅଯୋଧ୍ୟା ରାମ ମନ୍ଦିରକୁ ଦାନ ହୋଇଛି ୩ କୋଟି ଟଙ୍କା

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଏହାକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆଯାଇଥିଲା। ଆଉ ପ୍ରଥମ ଦିନରେ ହିଁ ଭକ୍ତମାନେ ରାମ … Read More

ଗଣତନ୍ତ୍ର ଦିବସରେ ୧୧୩୨ ଜଣ ବୀରଙ୍କୁ ମିଳିବ ସମ୍ମାନ, ଜମ୍ମୁ କଶ୍ମୀରରୁ ପାଇବେ ସର୍ବାଧିକ

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ୧୧୩୨ ଜଣଙ୍କୁ ମିଳିବ ସମ୍ମାନ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଲିକା ପ୍ରକାଶ କରିଛି।ଆସନ୍ତାକାଲି ୭୫ତମ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ।ପୁଲିସ, ଅଗ୍ନିଶମ, ହୋମଗାର୍ଡ, … Read More