ନିର୍ବାଚନ ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ପୁଲିସର ବୈଠକ
ମାଲକାନଗିରି: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ମାଲକାନଗିରି ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାର ଦୁଇଟି ପୁଲିସ ଟିମ୍ ଉଭୟ ରାଜ୍ୟରେ ମା ବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏକ ସମନ୍ୱୟ ବୈଠକ କରିଛନ୍ତି। ଏହି … Read More