Crime State ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର kartabya January 5, 2024 Spread the love ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି ରାଜପ୍ରସାଦଙ୍କ ସୂଚନା । Post navigation
ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି ରାଜପ୍ରସାଦଙ୍କ ସୂଚନା । Post navigation