ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି ୪ଟି ବିରଳ କଳା ବାଘ

ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ । ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର। ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି । ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର । … Read More

୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାନୁଆରି ୧୩ରେ ବିହାରରୁ ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୧୩ ତାରିଖରେ ବିହାରର ଚମ୍ପାରଣ ଜିଲ୍ଲା ବେତିଆ ସହରର ରମଣ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ … Read More

କମିସନରେଟ ପୋଲିସର ପୋଷ୍ଟର ପ୍ଲାନ, ଲୁଟେରାଙ୍କୁ ଧରିବାକୁ ନୂଆ ଯୋଜନା

ଭୁବନେଶ୍ଵର: ଏଣିକି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ହେବ ସହଜ । ସେଥିପାଇଁ କମିଶନରେଟ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ … Read More

ଟିଏମ୍‌ସି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା

ବିଚ୍‌ ରାସ୍ତାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବହରାମପୁରରେ ରବିବାର ଦିନ ଦ୍ୱିପହରେ ଏହି ଗୁଳିକାଣ୍ଡ ଘଟିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ସକ୍ରିୟ … Read More

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, ଧରାପଡିଲେ ଦୁଇ ଲୁଟେରା

କନ୍ଧମାଳ : ଏଟିଏମ (ATM) ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡିଲେ ଦୁଇ ଲୁଟେରା । ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବେଳେ ଦୁଇ ଲୁଟେରାଙ୍କୁ ଧରିଛି ପୋଲିସ୍ । ଉଭୟଙ୍କୁ ଅଟକ ରଖି … Read More

ବାବା ଧବଳେଶ୍ଵରଙ୍କ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ … Read More

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ … Read More

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ବୁଲିଲେ ୨୫୦୦ ଲୋକ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା। ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା … Read More

ଜାନୁଆରି ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ଏହି ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ … Read More

ରାୟଗଡ଼ାରେ ଆଇନ୍‌ମନ୍ତ୍ରୀଙ୍କ ଗାଡ଼ିଧକ୍କାରେ ନାବାଳକର ଦୁଇଗୋଡ଼ ଭାଙ୍ଗିଲା, ଉତ୍ତେଜନା ପରେ ଡାକ୍ତରଖାନାରେ ଭର୍ତ୍ତି

ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର … Read More