ରାଜସ୍ଥାନରେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ୨୨ ଜଣ ମନ୍ତ୍ରୀ ଭାବେ ନେଲେ ଶପଥ
ଜୟପୁର : ନୂଆ କରି ରାଜସ୍ଥାନରେ ସରକାର ଗଠନ କରିଥିବା ବିଜେପି ଆଜି ତା’ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛି। ବିଜେପି ହାଇକମାଣ୍ଡଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ଟିମ ଗଠନ କରିଛନ୍ତି।ମୁଖ୍ୟମନ୍ତ୍ରୀ ଭଜନ ଲାଲ ନିକଟରେ … Read More