ଠାକୁର ଦେଖାଯିବା କଥା କହି ମହିଳାଙ୍କ ଠୁ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା

ଢେଙ୍କାନାଳ : ଦୁଇ ଜଣ ଭଣ୍ଡବାବାଙ୍କ ଭାଣ୍ଡାମୀର ପର୍ଦ୍ଦାଫାସ ହୋଇଛି। ଠାକୁର ଦେଖାଯିବେ ଓ ସବୁ ପ୍ରକାରର ବିପଦରୁ ମୁକ୍ତି ମିଳିବ ବୋଲି କହି ଦୁଇ ଜଣ ଭଣ୍ଡାବାବା ଜଣେ ମହିଳା ଓ ତାଙ୍କ ଝିଅଙ୍କ ଠାରୁ ଲୁଟି ନେଇଛନ୍ତି … Read More

ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବୋଲି କହିଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣକୁ ସଫଳ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ଭାଇଚାରା ହ୍ରାସ ପାଇଛି ଓ … Read More

ଅଯୋଧ୍ୟା ଧାମ ରେଳ ଷ୍ଟେସନର ହେଲା ଉଦ୍‌ଘାଟନ, ଗଡ଼ିଲା ବନ୍ଦେ ଭାରତ ଟ୍ରେନ୍‌

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ … Read More

ବିଶ୍ୱ ଆଜି ଭାରତକୁ ଆଶାର ଦୃଷ୍ଟିରେ ଦେଖୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ … Read More

ଏଲଏସିରେ ଥିବା ମେଜର ସୈତାନ ସିଂଙ୍କ ସ୍ମାରକ ଧ୍ବଂସ, ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ: ଲଦାଖରେ ଚୀନକୁ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଫର ଜୋନ୍ ସ୍ଥାପନ ହେବା ଯୋଗୁଁ ୧୯୬୨ ଯୁଦ୍ଧର ନାୟକ ମେଜର ସୈତାନ ସିଂହଙ୍କ ସ୍ମାରକୀ ଭାଙ୍ଗି ଯାଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ … Read More

ଆମେରିକାର ବିରାଟ ଅଟ୍ଟାଳିକାରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଧନୀ ଭାରତୀୟ ଦମ୍ପତି ଓ ତାଙ୍କ ୧୮ ବର୍ଷୀୟ ଝିଅ

ନ୍ୟୁୟର୍କ: ଗୁରୁବାର ସନ୍ଧ୍ୟାରେ ଆମେରିକାର ମାସାଚୁସେଟ୍‌ସ୍‌ସ୍ଥିତ ୫ ନିୟୁତ ଡଲାର୍‌ ମୂଲ୍ୟର ରାଜପ୍ରାସାଦ ଭଳି ବିରାଟ ଅଟ୍ଟାଳିକାରୁ ଏକ ଭାରତୀୟ ବଂଶୋଦ୍ଭବ ବିତ୍ତଶାଳୀ ଦମ୍ପତି ଓ ସେମାନଙ୍କର ତରୁଣୀ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ … Read More

ଜୟ ଶ୍ରୀରାମ ଧ୍ବଂନୀରେ ପୂରି ଉଠିଥିଲା ବିମାନ ଓ ବିମାନବନ୍ଦର

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଖୁବ ଅଳ୍ପଦିନ ରହିଲା। ୨୦୨୪ ଜାନୁଆରି ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଉଦଘାଟନ କରିବେ। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖରେ ମୋଦୀ ଅଯୋଧ୍ୟାଗସ୍ତରେ ଯାଇଛନ୍ତି। ଅଯୋଧ୍ୟାରେ … Read More

ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନର ସଙ୍କେତ ହେଲା ‘ତରଭୁଜ’

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଥିବା ବ‌େଳେ ସାମାଜିକ ଗଣମାଧ୍ୟମରେ ହେଉ କି, ଅନ୍ୟ କୌଣସି ମାଧ୍ୟମରେ ହେଉ ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନ ବା ଏକାତ୍ମତାର ସଙ୍କେତ ଭାବେ ସମ୍ପ୍ରତି ‘ତରଭୁଜ’କୁ ବ୍ୟବହାର କରାଯାଉଛି।ପାଲେଷ୍ଟିନୀୟଙ୍କ ସମର୍ଥନରେ ପ୍ରତିବାଦ କରିବା … Read More

ଜାନୁଆରୀ ୧ ତାରିଖରେ ଲଞ୍ଚ ହେବ XPoSAT ସାଟେଲାଇଟ୍।

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ। ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି … Read More

‘୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବିଜେପି’

ମୁମ୍ବାଇ : ‘ଏଥର ୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ କରିବ ବିଜେପି।’ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଭଳି କିଛି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ … Read More