ଘରୁ ବାହାରିଲା ୫ ପରିବାର ସଦସ୍ୟଙ୍କ କଙ୍କାଳ

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। … Read More

ରାଜ୍ୟସଭାରେ ଆପର ନେତା ହୋଇପାରିବେ ନାହିଁ ରାଘବ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ରାଘବ ଚଢାଙ୍କୁ ନିଯୁକ୍ତ କରିବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଅନୁରୋଧକୁ ଖାରଜ … Read More

ଆଇପିଏସ ସ୍ତରରେ ପଦୋନ୍ନତି, ଡିଆଇଜି ହେଲେ ୬ ଆଇପିଏସ

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି … Read More

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ … Read More

ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର … Read More

ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ

ଯାଜପୁର  : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ … Read More

ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା … Read More

ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର ମହାବିଦ୍ୟାଳୟରେ ଶେଷ ହୋଇଛି ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ଅତିଥିଭାବେ ଯୋଗ ଦେଇଥିଲେ ବାଚସ୍ପତି ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, ଶିକ୍ଷାବିତ ବଟକୃଷ୍ଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷା … Read More

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା … Read More

କୋରାପୁଟ ଡଙ୍ଗା ବୁଡ଼ି ଘଟଣା ; ନଦୀରୁ ମିଳିଲା ୪ ନିଖୋଜଙ୍କ ମୃତଦେହ

କୋରାପୁଟ   : ଦୁଇଦିନ ପରେ ମିଳିଲା ୪ନିଖୋଜଙ୍କ ମୃତଦେହ। କୋରାପୁଟରେ ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ମୃତଦେହ ଉଦ୍ଧାର। ନଦୀ ପଠା ଠାରୁ ୩୦ ରୁ ୪୦ ମିଟର ଦୂର ଡ଼ଙ୍ଗା ଭିତରୁ ସମସ୍ତ ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ … Read More