ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ଅର୍ଥ ଆଣୁଥିଲା ପିଏଫଆଇ, ଇଡିର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ୫ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସେମାନେ ହେଲେ ଇଏମ୍ ଅବଦୁଲ ରେହମାନ, ଅନିସ ଅହମ୍ମଦ, ଅଫସର ପାଶା, … Read More

‘ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି’: ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ପ୍ରତିବାଦ ଆରମ୍ଭ ହୋଇଯାଇଛି।ଏହାକୁ ନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦିକାନ୍ଦି ଅବସର ଘୋଷଣା କରିଥିଲେ। … Read More

ବିଧାନସଭା ନିର୍ବାଚନରେ ବିଜେପି ନଜିତିବା ପର୍ଯ୍ୟନ୍ତ ଖାଲିପାଦରେ ରହିଥିବା ରାମଦାସଙ୍କ ସଂକଳ୍ପ ହେଲା ପୂରା

ନୂଆଦିଲ୍ଲୀ: ବିଜେପିର କର୍ମକର୍ତ୍ତାମାନେ ନିଜର ଦଳକୁ ସବୁବେଳେ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଆନ୍ତି। ଏମିତି ଅନେକ କର୍ମକର୍ତ୍ତା ଅଛନ୍ତି ଯେଉଁମାନେ ନିର୍ବାଚନ ସମୟରେ ଦଳର ବିଜୟ ପାଇଁ ଭୋକଶୋଷ ଭୁଲି ଯାଇଥାଆନ୍ତି। ବିଜେପିର ଏମିତି ଜଣେ କର୍ମକର୍ତ୍ତାଙ୍କୁ … Read More

‘ନମୋ ଆପ୍‌’ରେ ଯୋଡ଼ି ହୋଇ ‘ଜନ ମନ ସର୍ଭେ’ରେ ସାମିଲ ହେବାକୁ ନାଗରିକଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୋ ଆପରେ ଯୋଡି ହୋଇ ଭାରତ ସରକାରଙ୍କ ପକ୍ଷରୁ ଦେଶର ଅଭବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ‘ଜନ ମନ ସର୍ଭେ’ରେ ନିଜର ମତ ପ୍ରକାଶ କରିବା … Read More

ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଆଉମାତ୍ର କେଇ ମାସ ବାକି ଥିବାବେଳେ ଦଳ ପାଇଁ ୫୦% ଭୋଟ୍‌ ସଂଗ୍ରହ ଲକ୍ଷ୍ୟରେ ରଖିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ରୁଦ୍ଧଦ୍ୱାର ବୈଠକରେ … Read More

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକ

ଚେନ୍ନାଇ : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ଙ୍କର ଆଜି ପରଲୋକ ହୋଇଯାଇଛି।  ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୯୯ ମହାବାତ୍ୟା ପରେ ସେ ଓଡ଼ିଶାର ରାଜ୍ୟପାଳ … Read More

ଦିନକରେ ୭୫୨ କୋଭିଡ ସଂକ୍ରମିତ ଚିହ୍ନଟ, ୪ ମୃତ

ନୂଆଦିଲ୍ଲୀ : ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ମେ’ ୨୧ ପରଠାରୁ ଅର୍ଥାତ୍ ସାତ ମାସ ମଧ୍ୟରେ ସର୍ବାଧିକ। ଏଥିସହ ଚାରି ଜଣ ସଂକ୍ରମିତଙ୍କ … Read More

ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଏକ ସହରରେ ମଦକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ଆଲକୋହଲକୁ ମିଳିଲା ଅନୁମତି। ୧୯୬୦ ମସିହାରୁ ଗିଫ୍ଟ ସହର ପ୍ରତିଷ୍ଠା ହେବା ପରଠୁ ଏଠାରେ ମାଦକଦ୍ରବ୍ୟ ବ୍ୟାନ୍ ହୋଇଥିଲା, ଯାହା ଏବେ ପ୍ରତ୍ୟାହାର … Read More