ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା … Read More

ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଚିଦାମ୍ବରମ୍ ଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ କଂଗ୍ରେସ ନେତା ଆଲୋଚନା କରିଛନ୍ତି। … Read More

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍‌ଣରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର … Read More

ଗୁଳି କରି ହତ୍ୟା ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ … Read More

ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି

ପୁରୀ: ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ … Read More

ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ

ମାଲକାନଗିର : ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ CRPF ର ଜଣେ ASI ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ … Read More

ସଂସଦର ସୁରକ୍ଷା ତ୍ରୁଟି ଘଟଣା: ଅଭିଯୁକ୍ତଙ୍କ ପୋଡା ଯାଇଥିବା ଫୋନ୍ ପାର୍ଟ୍ସ ପାଇଲା ପୁଲିସ

ସଂସଦ ଭବନର ସୁରକ୍ଷା ତ୍ରୁଟି ପଛର କାରଣ ଖୋଜୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ଯଦି ଦେଶର କିଛି ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିବାକୁ ଅଭିଯୁକ୍ତମାନେ ଏପରି କରିଥିଲେ ତେବେ ସେଲ୍ ଫୋନ୍ ପୋଡି ଦେବାର କାରଣ … Read More

ସିନିୟର୍‌-ଜୁନିୟର୍‌ ଫରକ୍‌ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର

ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।’ ଏମିତି କିଛି କହି ବିଚ୍‌ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ … Read More

ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ … Read More

ପୋଖରୀ ହୁଡ଼ାରେ ନାବାଳକର ଗଳାକଟା ମୃତଦେହ ଠାବ, ହତ୍ୟା ସନ୍ଦେହ

ସାଲେପୁର: ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ … Read More